or_tn/mrk/04/24.md

1021 B
Raw Permalink Blame History

He said to them

ଯୀଶୁ ଲୋକସମୁହକୁ କହିଲେ

for the measure you use

ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ମାପ ସମନ୍ଧରେ ଓ ଅନ୍ୟକୁ ଦାନ କରିବା ବିଷୟରେ କହୁଛନ୍ତି କିମ୍ବା ) ଏହା ଏକ ରୁପକ ଅଟେ ଯେଉଁଥିରେ ଯୀଶୁ “ବୁଝିବା” ଯେପରି ଏହା “ମାପ କରିବା” ଥିଲା I” (ଦେଖ: rc://*/ta/man/translate/figs-metaphor)

will be measured to you, and more will be added to you.

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ସେହି ମାପରେ ମପାଇ ଦେବେ, ଓ ସେ ତୁମମାନଙ୍କୁ ଅଧିକ ଦେବେ“ (ଦେଖ: rc://*/ta/man/translate/figs-activepassive)