or_tn/mrk/04/24.md

12 lines
1021 B
Markdown
Raw Permalink Normal View History

2020-11-19 00:15:53 +00:00
# He said to them
ଯୀଶୁ ଲୋକସମୁହକୁ କହିଲେ
# for the measure you use
ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ମାପ ସମନ୍ଧରେ ଓ ଅନ୍ୟକୁ ଦାନ କରିବା ବିଷୟରେ କହୁଛନ୍ତି କିମ୍ବା ) ଏହା ଏକ ରୁପକ ଅଟେ ଯେଉଁଥିରେ ଯୀଶୁ “ବୁଝିବା” ଯେପରି ଏହା “ମାପ କରିବା” ଥିଲା I” (ଦେଖ: [[rc://*/ta/man/translate/figs-metaphor]])
# will be measured to you, and more will be added to you.
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ସେହି ମାପରେ ମପାଇ ଦେବେ, ଓ ସେ ତୁମମାନଙ୍କୁ ଅଧିକ ଦେବେ“ (ଦେଖ: [[rc://*/ta/man/translate/figs-activepassive]])