# He said to them ଯୀଶୁ ଲୋକସମୁହକୁ କହିଲେ # for the measure you use ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ମାପ ସମନ୍ଧରେ ଓ ଅନ୍ୟକୁ ଦାନ କରିବା ବିଷୟରେ କହୁଛନ୍ତି କିମ୍ବା ୨) ଏହା ଏକ ରୁପକ ଅଟେ ଯେଉଁଥିରେ ଯୀଶୁ “ବୁଝିବା” ଯେପରି ଏହା “ମାପ କରିବା” ଥିଲା I” (ଦେଖ: [[rc://*/ta/man/translate/figs-metaphor]]) # will be measured to you, and more will be added to you. ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ସେହି ମାପରେ ମପାଇ ଦେବେ, ଓ ସେ ତୁମମାନଙ୍କୁ ଅଧିକ ଦେବେ“ (ଦେଖ: [[rc://*/ta/man/translate/figs-activepassive]])