or_tn/mrk/04/11.md

1.1 KiB

To you is given

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I “ଈଶ୍ବର ତୁମ୍ଭମାନଙ୍କୁ ଦେଇଛନ୍ତି” କିମ୍ବା “ମୁଁ ତୁମ୍ଭମାନଙ୍କୁ ଦେଇଅଛି” (ଦେଖ: rc://*/ta/man/translate/figs-activepassive)

to those outside

କିନ୍ତୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ନୁହନ୍ତି I ଏହା ଅନ୍ୟ ଲୋକମାନଙ୍କୁ ବୁଝାଏ ଯେଉଁମାନେ କି ଦ୍ବାଦଶ କିମ୍ବା ଯୀଶୁଙ୍କ ନିକଟତର ଅନୁଗମନକାରୀ ନଥିଲେ I

everything is in parables

ଏହାକୁ ଏପରି କୁହାଯାଇ ପାରିବ ଯେ ଯୀଶୁ ଲୋକମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ I ଅନ୍ୟଏକ ଅନୁବାଦରେ: “ମୁଁ ସମସ୍ତ ବିଷୟ ଦୃଷ୍ତାନ୍ତରେ କହିଅଛି” (ଦେଖ: rc://*/ta/man/translate/figs-ellipsis)