or_tn/mrk/04/11.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# To you is given
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I “ଈଶ୍ବର ତୁମ୍ଭମାନଙ୍କୁ ଦେଇଛନ୍ତି” କିମ୍ବା “ମୁଁ ତୁମ୍ଭମାନଙ୍କୁ ଦେଇଅଛି” (ଦେଖ: [[rc://*/ta/man/translate/figs-activepassive]])
# to those outside
କିନ୍ତୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ନୁହନ୍ତି I ଏହା ଅନ୍ୟ ଲୋକମାନଙ୍କୁ ବୁଝାଏ ଯେଉଁମାନେ କି ଦ୍ବାଦଶ କିମ୍ବା ଯୀଶୁଙ୍କ ନିକଟତର ଅନୁଗମନକାରୀ ନଥିଲେ I
# everything is in parables
ଏହାକୁ ଏପରି କୁହାଯାଇ ପାରିବ ଯେ ଯୀଶୁ ଲୋକମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ I ଅନ୍ୟଏକ ଅନୁବାଦରେ: “ମୁଁ ସମସ୍ତ ବିଷୟ ଦୃଷ୍ତାନ୍ତରେ କହିଅଛି” (ଦେଖ: [[rc://*/ta/man/translate/figs-ellipsis]])