# To you is given ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I “ଈଶ୍ବର ତୁମ୍ଭମାନଙ୍କୁ ଦେଇଛନ୍ତି” କିମ୍ବା “ମୁଁ ତୁମ୍ଭମାନଙ୍କୁ ଦେଇଅଛି” (ଦେଖ: [[rc://*/ta/man/translate/figs-activepassive]]) # to those outside କିନ୍ତୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ନୁହନ୍ତି I ଏହା ଅନ୍ୟ ଲୋକମାନଙ୍କୁ ବୁଝାଏ ଯେଉଁମାନେ କି ଦ୍ବାଦଶ କିମ୍ବା ଯୀଶୁଙ୍କ ନିକଟତର ଅନୁଗମନକାରୀ ନଥିଲେ I # everything is in parables ଏହାକୁ ଏପରି କୁହାଯାଇ ପାରିବ ଯେ ଯୀଶୁ ଲୋକମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ I ଅନ୍ୟଏକ ଅନୁବାଦରେ: “ମୁଁ ସମସ୍ତ ବିଷୟ ଦୃଷ୍ତାନ୍ତରେ କହିଅଛି” (ଦେଖ: [[rc://*/ta/man/translate/figs-ellipsis]])