or_tn/mrk/02/02.md

943 B

So many gathered there

“ସେଠାରେ” ଶବ୍ଦ କଫର୍ନାହୁମରେ ଯେଉଁ ଗୃହରେ ଯୀଶୁ ରୁହନ୍ତି ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେଥିରେ ଏତେ ଲୋକ ଏକତ୍ର ହେଲେ” କିମ୍ବା “ଏତେ ଲୋକ ଗୃହ ନିକଟକୁ ଆସିଲେ” (ଦେଖ: rc://*/ta/man/translate/figs-explicit)

there was no more space

ଏହା ଗୃହ ଭିତରେ ଆଉ ସ୍ଥାନ ନଥିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ପାଇଁ ଗୃହ ଭିତରେ ଆଉ ସ୍ଥାନ ନଥିଲା” (ଦେଖ: rc://*/ta/man/translate/figs-explicit)

Jesus spoke the word to them

ଯୀଶୁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କଲେ