or_tn/mrk/02/02.md

12 lines
943 B
Markdown
Raw Permalink Normal View History

2020-11-19 00:15:53 +00:00
# So many gathered there
“ସେଠାରେ” ଶବ୍ଦ କଫର୍ନାହୁମରେ ଯେଉଁ ଗୃହରେ ଯୀଶୁ ରୁହନ୍ତି ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେଥିରେ ଏତେ ଲୋକ ଏକତ୍ର ହେଲେ” କିମ୍ବା “ଏତେ ଲୋକ ଗୃହ ନିକଟକୁ ଆସିଲେ” (ଦେଖ: [[rc://*/ta/man/translate/figs-explicit]])
# there was no more space
ଏହା ଗୃହ ଭିତରେ ଆଉ ସ୍ଥାନ ନଥିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ପାଇଁ ଗୃହ ଭିତରେ ଆଉ ସ୍ଥାନ ନଥିଲା” (ଦେଖ: [[rc://*/ta/man/translate/figs-explicit]])
# Jesus spoke the word to them
ଯୀଶୁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କଲେ