# So many gathered there “ସେଠାରେ” ଶବ୍ଦ କଫର୍ନାହୁମରେ ଯେଉଁ ଗୃହରେ ଯୀଶୁ ରୁହନ୍ତି ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେଥିରେ ଏତେ ଲୋକ ଏକତ୍ର ହେଲେ” କିମ୍ବା “ଏତେ ଲୋକ ଗୃହ ନିକଟକୁ ଆସିଲେ” (ଦେଖ: [[rc://*/ta/man/translate/figs-explicit]]) # there was no more space ଏହା ଗୃହ ଭିତରେ ଆଉ ସ୍ଥାନ ନଥିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ପାଇଁ ଗୃହ ଭିତରେ ଆଉ ସ୍ଥାନ ନଥିଲା” (ଦେଖ: [[rc://*/ta/man/translate/figs-explicit]]) # Jesus spoke the word to them ଯୀଶୁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କଲେ