or_tn/mrk/01/44.md

1.6 KiB
Raw Permalink Blame History

Be sure to say nothing to anyone

ସାବଧାନ କାହାକୁ କିଛି କୁହ ନାହିଁ

show yourself to the priest

ଯୀଶୁ ଆପଣାକୁ ଯାଜକଙ୍କ ନିକଟରେ ନିଜକୁ ଦେଖାଇବା ନିମନ୍ତେ ସେହି ଲୋକକୁ କହିଲେଯେହେତୁ ଯାଜକ ତାହାର କୁଷ୍ଠରେ ସୁସ୍ଥ ହୋଇଅଛି ନିରୀକ୍ଷଣ କରିବେ I ପୁଣି ମୋଶାଙ୍କ ବ୍ୟବସ୍ଥା ଲୋକମାନଙ୍କୁ ଯାଜକଙ୍କ ନିକଟରେ ଉପସ୍ଥାପନ କରିବେ ଯଦି ସେମାନେ ଅଶୁଚି ଥିଲେ କିନ୍ତୁ ବର୍ତ୍ତମାନ ଅଶୁଚି ନଥିଲେ I (ଦେଖ: rc://*/ta/man/translate/figs-explicit)

show yourself

ଏଠାରେ “ଆପଣାର” ଶବ୍ଦ କୁଷ୍ଠୀର ଚର୍ମକୁ ଉପସ୍ଥାପନ କରେ I ଅନ୍ୟଏକ ଅନୁବାଦରେ: “ ତୁମର ଚର୍ମ ଦେଖାଅ” (ଦେଖ: rc://*/ta/man/translate/figs-synecdoche)

a testimony to them

ତୁମ ଭାଷାରେ, ଯଦି ସମ୍ଭବ ହୁଏ, ଏଠାରେ ସର୍ବନାମ “ସେମାନଙ୍କୁ” ବ୍ୟବହାର କରିବା ଉପଯୁକ୍ତ ହେବ I ସାମ୍ଭାବିତ ଅର୍ଥଗୁଡିକ ୧) “ଯାଜକଙ୍କ ନିକଟରେ ସାକ୍ଷ୍ୟ ଦେବା” କିମ୍ବା ) “ଲୋକମାନଙ୍କ ନିକଟରେ ସାକ୍ଷ୍ୟ ଦେବା I”