or_tn/mrk/01/44.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Be sure to say nothing to anyone
ସାବଧାନ କାହାକୁ କିଛି କୁହ ନାହିଁ
# show yourself to the priest
ଯୀଶୁ ଆପଣାକୁ ଯାଜକଙ୍କ ନିକଟରେ ନିଜକୁ ଦେଖାଇବା ନିମନ୍ତେ ସେହି ଲୋକକୁ କହିଲେଯେହେତୁ ଯାଜକ ତାହାର କୁଷ୍ଠରେ ସୁସ୍ଥ ହୋଇଅଛି ନିରୀକ୍ଷଣ କରିବେ I ପୁଣି ମୋଶାଙ୍କ ବ୍ୟବସ୍ଥା ଲୋକମାନଙ୍କୁ ଯାଜକଙ୍କ ନିକଟରେ ଉପସ୍ଥାପନ କରିବେ ଯଦି ସେମାନେ ଅଶୁଚି ଥିଲେ କିନ୍ତୁ ବର୍ତ୍ତମାନ ଅଶୁଚି ନଥିଲେ I (ଦେଖ: [[rc://*/ta/man/translate/figs-explicit]])
# show yourself
ଏଠାରେ “ଆପଣାର” ଶବ୍ଦ କୁଷ୍ଠୀର ଚର୍ମକୁ ଉପସ୍ଥାପନ କରେ I ଅନ୍ୟଏକ ଅନୁବାଦରେ: “ ତୁମର ଚର୍ମ ଦେଖାଅ” (ଦେଖ: [[rc://*/ta/man/translate/figs-synecdoche]])
# a testimony to them
ତୁମ ଭାଷାରେ, ଯଦି ସମ୍ଭବ ହୁଏ, ଏଠାରେ ସର୍ବନାମ “ସେମାନଙ୍କୁ” ବ୍ୟବହାର କରିବା ଉପଯୁକ୍ତ ହେବ I ସାମ୍ଭାବିତ ଅର୍ଥଗୁଡିକ ୧) “ଯାଜକଙ୍କ ନିକଟରେ ସାକ୍ଷ୍ୟ ଦେବା” କିମ୍ବା ) “ଲୋକମାନଙ୍କ ନିକଟରେ ସାକ୍ଷ୍ୟ ଦେବା I”