# Be sure to say nothing to anyone ସାବଧାନ କାହାକୁ କିଛି କୁହ ନାହିଁ # show yourself to the priest ଯୀଶୁ ଆପଣାକୁ ଯାଜକଙ୍କ ନିକଟରେ ନିଜକୁ ଦେଖାଇବା ନିମନ୍ତେ ସେହି ଲୋକକୁ କହିଲେଯେହେତୁ ଯାଜକ ତାହାର କୁଷ୍ଠରେ ସୁସ୍ଥ ହୋଇଅଛି ନିରୀକ୍ଷଣ କରିବେ I ପୁଣି ମୋଶାଙ୍କ ବ୍ୟବସ୍ଥା ଲୋକମାନଙ୍କୁ ଯାଜକଙ୍କ ନିକଟରେ ଉପସ୍ଥାପନ କରିବେ ଯଦି ସେମାନେ ଅଶୁଚି ଥିଲେ କିନ୍ତୁ ବର୍ତ୍ତମାନ ଅଶୁଚି ନଥିଲେ I (ଦେଖ: [[rc://*/ta/man/translate/figs-explicit]]) # show yourself ଏଠାରେ “ଆପଣାର” ଶବ୍ଦ କୁଷ୍ଠୀର ଚର୍ମକୁ ଉପସ୍ଥାପନ କରେ I ଅନ୍ୟଏକ ଅନୁବାଦରେ: “ ତୁମର ଚର୍ମ ଦେଖାଅ” (ଦେଖ: [[rc://*/ta/man/translate/figs-synecdoche]]) # a testimony to them ତୁମ ଭାଷାରେ, ଯଦି ସମ୍ଭବ ହୁଏ, ଏଠାରେ ସର୍ବନାମ “ସେମାନଙ୍କୁ” ବ୍ୟବହାର କରିବା ଉପଯୁକ୍ତ ହେବ I ସାମ୍ଭାବିତ ଅର୍ଥଗୁଡିକ ୧) “ଯାଜକଙ୍କ ନିକଟରେ ସାକ୍ଷ୍ୟ ଦେବା” କିମ୍ବା ୨) “ଲୋକମାନଙ୍କ ନିକଟରେ ସାକ୍ଷ୍ୟ ଦେବା I”