or_tn/mrk/01/07.md

16 lines
968 B
Markdown

# He proclaimed
ଯୋହନ ଘୋଷଣା କରିବାକୁ ଲାଗିଲେ
# the strap of his sandals I am not worthy to stoop down and untie
ଯୋହନ ଯୀଶୁଙ୍କ ମହାନତାକୁ ପ୍ରକାଶ କରିବା ନିମନ୍ତେ ଆପଣାକୁ ଜଣେ ଦାସ ଭାବରେ ପରିଗଣିତ କରୁଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଅବନତ ହୋଇ ତାହାଙ୍କର ପାଦୁକା ଫିଟାଇବାର ଯୋଗ୍ୟ ନୁହେଁ” (ଦେଖ: [[rc://*/ta/man/translate/figs-metaphor]])
# the strap of his sandals
ଯୀଶୁ ପୃଥିବୀରେ ଥିବା ସମୟରେ, ଲୋକମାନେ ପାଦୁକା ପିନ୍ଧୁଥିଲେ ତାହା ଚମଡାରେ ତିଆରି ଓ ପାଦରେ ବାନ୍ଧିବା ପାଇଁ ଚମଡା ଫିତା ଥାଏ I
# stoop down
ଅବନତ ହେବା