# He proclaimed ଯୋହନ ଘୋଷଣା କରିବାକୁ ଲାଗିଲେ # the strap of his sandals I am not worthy to stoop down and untie ଯୋହନ ଯୀଶୁଙ୍କ ମହାନତାକୁ ପ୍ରକାଶ କରିବା ନିମନ୍ତେ ଆପଣାକୁ ଜଣେ ଦାସ ଭାବରେ ପରିଗଣିତ କରୁଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଅବନତ ହୋଇ ତାହାଙ୍କର ପାଦୁକା ଫିଟାଇବାର ଯୋଗ୍ୟ ନୁହେଁ” (ଦେଖ: [[rc://*/ta/man/translate/figs-metaphor]]) # the strap of his sandals ଯୀଶୁ ପୃଥିବୀରେ ଥିବା ସମୟରେ, ଲୋକମାନେ ପାଦୁକା ପିନ୍ଧୁଥିଲେ ତାହା ଚମଡାରେ ତିଆରି ଓ ପାଦରେ ବାନ୍ଧିବା ପାଇଁ ଚମଡା ଫିତା ଥାଏ I # stoop down ଅବନତ ହେବା