or_tn/mrk/01/07.md

968 B

He proclaimed

ଯୋହନ ଘୋଷଣା କରିବାକୁ ଲାଗିଲେ

the strap of his sandals I am not worthy to stoop down and untie

ଯୋହନ ଯୀଶୁଙ୍କ ମହାନତାକୁ ପ୍ରକାଶ କରିବା ନିମନ୍ତେ ଆପଣାକୁ ଜଣେ ଦାସ ଭାବରେ ପରିଗଣିତ କରୁଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଅବନତ ହୋଇ ତାହାଙ୍କର ପାଦୁକା ଫିଟାଇବାର ଯୋଗ୍ୟ ନୁହେଁ” (ଦେଖ: rc://*/ta/man/translate/figs-metaphor)

the strap of his sandals

ଯୀଶୁ ପୃଥିବୀରେ ଥିବା ସମୟରେ, ଲୋକମାନେ ପାଦୁକା ପିନ୍ଧୁଥିଲେ ତାହା ଚମଡାରେ ତିଆରି ଓ ପାଦରେ ବାନ୍ଧିବା ପାଇଁ ଚମଡା ଫିତା ଥାଏ I

stoop down

ଅବନତ ହେବା