or_tn/mat/27/32.md

796 B

As they came out

ଏହାର ଅର୍ଥ ବୁଝାଏ ଯେ ଯୀଶୁ ଓ ସୈନିକମାନେ ନଗର ବାହାରକୁ ଆସିଲେ I ଅନ୍ୟ ଏକ ଅନୁବାଦରେ: “ପରେ ସେମାନେ ଯେତେବେଳେ ଯିରୁଶାଲମ ବାହାରକୁ ଆସିଲେ” (ଦେଖ: rc://*/ta/man/translate/figs-explicit)

they found a man

ସୈନିକ ଜଣେ ଲୋକକୁ ଦେଖିଲେ

whom they forced to go with them so that he might carry his cross

ଯାହାଙ୍କୁ ସୈନିକମାନେ ଜବରଦସ୍ତ ସେମାନଙ୍କ ସହିତ ଯିବା ପାଇଁ କହିଲେ ଯାହାଫଳରେ ସେ ଯୀଶୁଙ୍କର କୃଶକୁ ବୋହିପାରିବ