or_tn/mat/27/32.md

12 lines
796 B
Markdown
Raw Permalink Normal View History

2020-11-19 00:15:53 +00:00
# As they came out
ଏହାର ଅର୍ଥ ବୁଝାଏ ଯେ ଯୀଶୁ ଓ ସୈନିକମାନେ ନଗର ବାହାରକୁ ଆସିଲେ I ଅନ୍ୟ ଏକ ଅନୁବାଦରେ: “ପରେ ସେମାନେ ଯେତେବେଳେ ଯିରୁଶାଲମ ବାହାରକୁ ଆସିଲେ” (ଦେଖ: [[rc://*/ta/man/translate/figs-explicit]])
# they found a man
ସୈନିକ ଜଣେ ଲୋକକୁ ଦେଖିଲେ
# whom they forced to go with them so that he might carry his cross
ଯାହାଙ୍କୁ ସୈନିକମାନେ ଜବରଦସ୍ତ ସେମାନଙ୍କ ସହିତ ଯିବା ପାଇଁ କହିଲେ ଯାହାଫଳରେ ସେ ଯୀଶୁଙ୍କର କୃଶକୁ ବୋହିପାରିବ