# As they came out ଏହାର ଅର୍ଥ ବୁଝାଏ ଯେ ଯୀଶୁ ଓ ସୈନିକମାନେ ନଗର ବାହାରକୁ ଆସିଲେ I ଅନ୍ୟ ଏକ ଅନୁବାଦରେ: “ପରେ ସେମାନେ ଯେତେବେଳେ ଯିରୁଶାଲମ ବାହାରକୁ ଆସିଲେ” (ଦେଖ: [[rc://*/ta/man/translate/figs-explicit]]) # they found a man ସୈନିକ ଜଣେ ଲୋକକୁ ଦେଖିଲେ # whom they forced to go with them so that he might carry his cross ଯାହାଙ୍କୁ ସୈନିକମାନେ ଜବରଦସ୍ତ ସେମାନଙ୍କ ସହିତ ଯିବା ପାଇଁ କହିଲେ ଯାହାଫଳରେ ସେ ଯୀଶୁଙ୍କର କୃଶକୁ ବୋହିପାରିବ