or_tn/mat/26/65.md

1.5 KiB

the high priest tore his clothes

ବସ୍ତ୍ର ଚିରିଵା କ୍ରୋଧ ଓ ଦୁଖୀ ହେବାର ଚିହ୍ନ ଥିଲା I (ଦେଖ: rc://*/ta/man/translate/translate-symaction)

He has spoken blasphemy

ପ୍ରଧାନ ଯାଜକ ଯୀଶୁଙ୍କ ଉକ୍ତିଗୁଡିକୁ ଈଶ୍ବର ନିନ୍ଦା ମନେକଲେ କାରଣ ହୁଏତ ମାଥିଉ ୨୬:୬୪ରେ ଯୀଶୁ ଈଶ୍ବରଙ୍କ ସହିତ ସମାନର ଏକ ଦାବି କରିବାର ତାତ୍ପର୍ଯ୍ୟ ସେମାନେ ବୁଝି ପାରିଥିଲେ I (ଦେଖ: rc://*/ta/man/translate/figs-explicit)

Why do we still need witnesses?

ସେଥିରେ ମହାଯାଜକ ଏହି ପ୍ରଶ୍ନ ଦ୍ବାରା ଗୁରୁତ୍ବାରୋପ କଲେ ଯେ ସେ ଓ ମହାସଭାର ଅନ୍ୟ ସଦସ୍ୟମାନଙ୍କ ସହିତ ଆଉଜଣେ ସାକ୍ଷ୍ୟର ପ୍ରୟୋଜନ କଲେନାହି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କର ଆଉଜଣେ ସାକ୍ଷ୍ୟର ଆଉ ପ୍ରୟୋଜନ ନାହିଁ ! (ଦେଖ: rc://*/ta/man/translate/figs-rquestion)

now you have heard

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ ଓ ମହାସଭାର ସଦସ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)