16 lines
1.5 KiB
Markdown
16 lines
1.5 KiB
Markdown
|
# the high priest tore his clothes
|
||
|
|
||
|
ବସ୍ତ୍ର ଚିରିଵା କ୍ରୋଧ ଓ ଦୁଖୀ ହେବାର ଚିହ୍ନ ଥିଲା I (ଦେଖ: [[rc://*/ta/man/translate/translate-symaction]])
|
||
|
|
||
|
# He has spoken blasphemy
|
||
|
|
||
|
ପ୍ରଧାନ ଯାଜକ ଯୀଶୁଙ୍କ ଉକ୍ତିଗୁଡିକୁ ଈଶ୍ବର ନିନ୍ଦା ମନେକଲେ କାରଣ ହୁଏତ [ମାଥିଉ ୨୬:୬୪](../26/64.md)ରେ ଯୀଶୁ ଈଶ୍ବରଙ୍କ ସହିତ ସମାନର ଏକ ଦାବି କରିବାର ତାତ୍ପର୍ଯ୍ୟ ସେମାନେ ବୁଝି ପାରିଥିଲେ I (ଦେଖ: [[rc://*/ta/man/translate/figs-explicit]])
|
||
|
|
||
|
# Why do we still need witnesses?
|
||
|
|
||
|
ସେଥିରେ ମହାଯାଜକ ଏହି ପ୍ରଶ୍ନ ଦ୍ବାରା ଗୁରୁତ୍ବାରୋପ କଲେ ଯେ ସେ ଓ ମହାସଭାର ଅନ୍ୟ ସଦସ୍ୟମାନଙ୍କ ସହିତ ଆଉଜଣେ ସାକ୍ଷ୍ୟର ପ୍ରୟୋଜନ କଲେନାହି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କର ଆଉଜଣେ ସାକ୍ଷ୍ୟର ଆଉ ପ୍ରୟୋଜନ ନାହିଁ ! (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# now you have heard
|
||
|
|
||
|
ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ ଓ ମହାସଭାର ସଦସ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
|