or_tn/mat/26/64.md

2.6 KiB
Raw Permalink Blame History

You have said it yourself

ଏହା ଏକ ରୁଢିପଦ ଅଟେ ଯାହା ଯୀଶୁ ସମ୍ପୁର୍ଣରୁପେ ସ୍ପଷ୍ଟ ନହୋଇ “ହଁ” କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ ତ କହୁଅଛ” କିମ୍ବା “ତୁମ୍ଭେମାନେ ଏହାକୁ ଗ୍ରହଣ କରୁଅଛ” (ଦେଖ: rc://*/ta/man/translate/figs-idiom)

But I tell you, from now on you

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ I ଯୀଶୁ ପ୍ରଧାନ ଯାଜକ ଓ ଯେଉଁମାନେ ସେହି ସ୍ଥାନରେ ଉପସ୍ଥିତ ଥିଲେ ସେମାନଙ୍କୁ କହୁଛନ୍ତି I (ଦେଖ: rc://*/ta/man/translate/figs-you)

from now on you will see the Son of Man

ସାମ୍ଭାବିତ ଅର୍ଥଗୁଡିକ ୧) “ଅଦ୍ୟାବଧି” ବାକ୍ୟାଂଶ ଏକ ରୁଢିପଦ ଅଟେ ଯାହାର ଅର୍ଥ ସେମାନେ ମନୁଷ୍ୟ ପୁତ୍ରଙ୍କୁ କିଛି କ୍ଷଣପରେ ତାହାଙ୍କ ଶକ୍ତିକୁ ଦେଖିବେ କିମ୍ବା ) “ଅଦ୍ୟାବଧି” ବାକ୍ୟାଂଶର ଅର୍ଥ ଯେ ଯୀଶୁଙ୍କ ବିଚାର ଓ ପରବର୍ତ୍ତୀ ସମୟ ଠାରୁ, ଯୀଶୁ ଆପଣାକୁ ମସିହ ଦେଖାଇଲେ ଯେ ଶକ୍ତିଯୁକ୍ତ ଓ ଜୟଲାଭକାରୀ ଅଟନ୍ତି I

the Son of Man

ଯୀଶୁ ଆପଣାକୁ ତୃତୀୟ ପୁରୁଷରେ କହୁଛନ୍ତି I (ଦେଖ: rc://*/ta/man/translate/figs-123person)

sitting at the right hand of Power

ଏଠାରେ “ଶକ୍ତି” ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା ଈଶ୍ବରଙ୍କୁ ଉପସ୍ଥାପନା କରେ I “ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହେବା ଏକ ପରାକ୍ରମ ଓ ଈଶ୍ବରଙ୍କଠାରୁ ଅଧିକାର ପ୍ରାପ୍ତ ହେବା ସାଙ୍କେତିକ କାର୍ଯ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ସର୍ବଶକ୍ତିମାନ ପରମେଶ୍ବରଙ୍କ ସ୍ଥାନରେ ଉପବିଷ୍ଟ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/translate-symaction]])

coming on the clouds of heaven

ମେଘ ମାଳରେ ପୃଥିବୀକୁ ଅବତରଣ କରିବା