or_tn/mat/26/63.md

930 B

Son of God

ଏହା ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: rc://*/ta/man/translate/guidelines-sonofgodprinciples)

the living God

ଏଠାରେ “ଜୀବନ୍ତ” ଇସ୍ରାଏଲର ଈଶ୍ବରଙ୍କ ସହିତ ସମସ୍ତ ମିଥ୍ୟା ଦେବଗଣ ଓ ପ୍ରତିମାଗଣର ବିରୋଧୀ ଅଟେ ଯେଉଁଗୁଡିକୁ ଲୋକମାନେ ଉପାସନା କରୁଥିଲେ I କେବଳ ଇସ୍ରାଏଲର ଈଶ୍ବର ଜୀବିତ ଓ କାର୍ଯ୍ୟ କରିବା କ୍ଷମତା ଅଛି I ଦେଖ ତୁମେ ଏହାକୁ ମାଥିଉ ୧୬:୧୬ରେ କିପରି ଅନୁବାଦ କରିଅଚ୍ଛ I