or_tn/mat/26/63.md

8 lines
930 B
Markdown

# Son of God
ଏହା ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# the living God
ଏଠାରେ “ଜୀବନ୍ତ” ଇସ୍ରାଏଲର ଈଶ୍ବରଙ୍କ ସହିତ ସମସ୍ତ ମିଥ୍ୟା ଦେବଗଣ ଓ ପ୍ରତିମାଗଣର ବିରୋଧୀ ଅଟେ ଯେଉଁଗୁଡିକୁ ଲୋକମାନେ ଉପାସନା କରୁଥିଲେ I କେବଳ ଇସ୍ରାଏଲର ଈଶ୍ବର ଜୀବିତ ଓ କାର୍ଯ୍ୟ କରିବା କ୍ଷମତା ଅଛି I ଦେଖ ତୁମେ ଏହାକୁ [ମାଥିଉ ୧୬:୧୬](../16/16.md)ରେ କିପରି ଅନୁବାଦ କରିଅଚ୍ଛ I