or_tn/mat/16/16.md

855 B

the Son of the living God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ପ୍ରଦର୍ଶନ କରେ I (ଦେଖ: rc://*/ta/man/translate/guidelines-sonofgodprinciples)

the living God

ଏଠାରେ “ଜୀବିତ” ଇସ୍ରାଏଲର ଈଶ୍ବରଙ୍କ ସହିତ ସମସ୍ତ ମିଥ୍ୟ ଦେବତାଗଣ ଓ ପ୍ରତିମାଗଣକୁ ବିରୋଧ କରେ ଯାହା ଲୋକମାନେ ଉପାସନା କରୁଥିଲେ I କେବଳ ଇସ୍ରାଏଲର ଈଶ୍ବର ଜୀବିତ ଓ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି I