or_tn/mat/26/07.md

824 B

he was reclining

ଯୀଶୁ ତାହାର ପାର୍ଶ୍ବରେ ବସିଥିବା ସମୟରେ I ତୁମେ ତୁମର ଭାଷାରେ ଲୋକମାନେ ଭୋଜନରେ ଯେପରି ବସନ୍ତି ସେହି ଶବ୍ଦ ବ୍ୟବହାର କର I

a woman came to him

ଜଣେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ

alabaster jar

ଏହା ନରମ ପ୍ରସ୍ତରରେ ନିର୍ମିତ ବହୁମୁଲ୍ୟ ପାତ୍ର ଅଟେ I (ଦେଖ: rc://*/ta/man/translate/translate-unknown)

ointment

ସୁଗନ୍ଧି ତୈଳ

she poured it upon his head

ସ୍ତ୍ରୀ ଜଣକ ଯୀଶୁଙ୍କୁ ସମ୍ମାନୀତ କରିବା ନିମନ୍ତେ ଏପରି କଲେ I