# he was reclining ଯୀଶୁ ତାହାର ପାର୍ଶ୍ବରେ ବସିଥିବା ସମୟରେ I ତୁମେ ତୁମର ଭାଷାରେ ଲୋକମାନେ ଭୋଜନରେ ଯେପରି ବସନ୍ତି ସେହି ଶବ୍ଦ ବ୍ୟବହାର କର I # a woman came to him ଜଣେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ # alabaster jar ଏହା ନରମ ପ୍ରସ୍ତରରେ ନିର୍ମିତ ବହୁମୁଲ୍ୟ ପାତ୍ର ଅଟେ I (ଦେଖ: [[rc://*/ta/man/translate/translate-unknown]]) # ointment ସୁଗନ୍ଧି ତୈଳ # she poured it upon his head ସ୍ତ୍ରୀ ଜଣକ ଯୀଶୁଙ୍କୁ ସମ୍ମାନୀତ କରିବା ନିମନ୍ତେ ଏପରି କଲେ I