or_tn/mat/26/07.md

20 lines
824 B
Markdown
Raw Permalink Normal View History

2020-11-19 00:15:53 +00:00
# he was reclining
ଯୀଶୁ ତାହାର ପାର୍ଶ୍ବରେ ବସିଥିବା ସମୟରେ I ତୁମେ ତୁମର ଭାଷାରେ ଲୋକମାନେ ଭୋଜନରେ ଯେପରି ବସନ୍ତି ସେହି ଶବ୍ଦ ବ୍ୟବହାର କର I
# a woman came to him
ଜଣେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ
# alabaster jar
ଏହା ନରମ ପ୍ରସ୍ତରରେ ନିର୍ମିତ ବହୁମୁଲ୍ୟ ପାତ୍ର ଅଟେ I (ଦେଖ: [[rc://*/ta/man/translate/translate-unknown]])
# ointment
ସୁଗନ୍ଧି ତୈଳ
# she poured it upon his head
ସ୍ତ୍ରୀ ଜଣକ ଯୀଶୁଙ୍କୁ ସମ୍ମାନୀତ କରିବା ନିମନ୍ତେ ଏପରି କଲେ I