or_tn/mat/25/15.md

12 lines
1.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# five talents
ପାଞ୍ଚ ତୋଡା ସ୍ବର୍ଣ୍ଣ I ଆଧୁନିକ ଟଙ୍କାରେ ଅନୁବାଦକୁ ପ୍ରତ୍ୟାଖ୍ୟାନ କର I ଗୋଟିଏ “ତୋଡା” ସୁବର୍ଣ୍ଣ ଥିଲା ବର୍ଷର ମଜୁରୀର ମୁଲ୍ୟ ଥିଲା I ଏହି ଦୃଷ୍ଟାନ୍ତ ପାଖାପାଖି ପାଞ୍ଚ, ଦୁଇ, ଓ ଏକ, ବିଶାଳ ପରିମାଣରେ ସମ୍ପତ୍ତି ଆବଶ୍ୟକ କରେ I ଅନ୍ୟ ଏକ ଅନୁବାଦରେ: “ସ୍ବର୍ଣ୍ଣର ପାଞ୍ଚ ତୋଡା” କିମ୍ବା “ପାଞ୍ଚ ତୋଡା ସ୍ବର୍ଣ୍ଣ ପ୍ରତ୍ୟେକ ବର୍ଷର ମଜୁରୀର ମୁଲ୍ୟ” (ଦେଖ: [[rc://*/ta/man/translate/translate-bmoney]])
# to another he gave two ... gave one talent
“ତୋଡା” ଶବ୍ଦ ପୂର୍ବ ବାକ୍ୟାଂଶରେ ବୁଝା ପଡୁଅଛି I ଅନ୍ୟ ଏକ ଅନୁବାଦରେ: “ଅନ୍ୟ ଜଣକୁ ଦୁଇ ତୋଡା ସ୍ବର୍ଣ୍ଣ ଦେଲେ…ପୁଣି ଗୋଟିଏ ସ୍ବର୍ଣ୍ଣ ତୋଡା ଦେଲେ” କିମ୍ବା “ଅନ୍ୟକୁ ସେ ଦୁଇ ବସ୍ତା ସ୍ବର୍ଣ୍ଣ ଦେଲେ … ଗୋଟିଏ ବସ୍ତା ସ୍ବର୍ଣ୍ଣ ଦେଲେ” (ଦେଖ: [[rc://*/ta/man/translate/figs-ellipsis]])
# according to his own ability
ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟକରି କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଦାସର ଦକ୍ଷତା ଅନୁସାରେ ସମ୍ପତ୍ତିର ରକ୍ଷଣା ବେକ୍ଷଣା କଲେ” (ଦେଖ: [[rc://*/ta/man/translate/figs-explicit]])