or_tn/mat/25/15.md

1.9 KiB
Raw Permalink Blame History

five talents

ପାଞ୍ଚ ତୋଡା ସ୍ବର୍ଣ୍ଣ I ଆଧୁନିକ ଟଙ୍କାରେ ଅନୁବାଦକୁ ପ୍ରତ୍ୟାଖ୍ୟାନ କର I ଗୋଟିଏ “ତୋଡା” ସୁବର୍ଣ୍ଣ ଥିଲା ବର୍ଷର ମଜୁରୀର ମୁଲ୍ୟ ଥିଲା I ଏହି ଦୃଷ୍ଟାନ୍ତ ପାଖାପାଖି ପାଞ୍ଚ, ଦୁଇ, ଓ ଏକ, ବିଶାଳ ପରିମାଣରେ ସମ୍ପତ୍ତି ଆବଶ୍ୟକ କରେ I ଅନ୍ୟ ଏକ ଅନୁବାଦରେ: “ସ୍ବର୍ଣ୍ଣର ପାଞ୍ଚ ତୋଡା” କିମ୍ବା “ପାଞ୍ଚ ତୋଡା ସ୍ବର୍ଣ୍ଣ ପ୍ରତ୍ୟେକ ବର୍ଷର ମଜୁରୀର ମୁଲ୍ୟ” (ଦେଖ: rc://*/ta/man/translate/translate-bmoney)

to another he gave two ... gave one talent

“ତୋଡା” ଶବ୍ଦ ପୂର୍ବ ବାକ୍ୟାଂଶରେ ବୁଝା ପଡୁଅଛି I ଅନ୍ୟ ଏକ ଅନୁବାଦରେ: “ଅନ୍ୟ ଜଣକୁ ଦୁଇ ତୋଡା ସ୍ବର୍ଣ୍ଣ ଦେଲେ…ପୁଣି ଗୋଟିଏ ସ୍ବର୍ଣ୍ଣ ତୋଡା ଦେଲେ” କିମ୍ବା “ଅନ୍ୟକୁ ସେ ଦୁଇ ବସ୍ତା ସ୍ବର୍ଣ୍ଣ ଦେଲେ … ଗୋଟିଏ ବସ୍ତା ସ୍ବର୍ଣ୍ଣ ଦେଲେ” (ଦେଖ: rc://*/ta/man/translate/figs-ellipsis)

according to his own ability

ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟକରି କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଦାସର ଦକ୍ଷତା ଅନୁସାରେ ସମ୍ପତ୍ତିର ରକ୍ଷଣା ବେକ୍ଷଣା କଲେ” (ଦେଖ: rc://*/ta/man/translate/figs-explicit)