# five talents ପାଞ୍ଚ ତୋଡା ସ୍ବର୍ଣ୍ଣ I ଆଧୁନିକ ଟଙ୍କାରେ ଅନୁବାଦକୁ ପ୍ରତ୍ୟାଖ୍ୟାନ କର I ଗୋଟିଏ “ତୋଡା” ସୁବର୍ଣ୍ଣ ଥିଲା ୨୦ ବର୍ଷର ମଜୁରୀର ମୁଲ୍ୟ ଥିଲା I ଏହି ଦୃଷ୍ଟାନ୍ତ ପାଖାପାଖି ପାଞ୍ଚ, ଦୁଇ, ଓ ଏକ, ବିଶାଳ ପରିମାଣରେ ସମ୍ପତ୍ତି ଆବଶ୍ୟକ କରେ I ଅନ୍ୟ ଏକ ଅନୁବାଦରେ: “ସ୍ବର୍ଣ୍ଣର ପାଞ୍ଚ ତୋଡା” କିମ୍ବା “ପାଞ୍ଚ ତୋଡା ସ୍ବର୍ଣ୍ଣ ପ୍ରତ୍ୟେକ ୨୦ ବର୍ଷର ମଜୁରୀର ମୁଲ୍ୟ” (ଦେଖ: [[rc://*/ta/man/translate/translate-bmoney]]) # to another he gave two ... gave one talent “ତୋଡା” ଶବ୍ଦ ପୂର୍ବ ବାକ୍ୟାଂଶରେ ବୁଝା ପଡୁଅଛି I ଅନ୍ୟ ଏକ ଅନୁବାଦରେ: “ଅନ୍ୟ ଜଣକୁ ଦୁଇ ତୋଡା ସ୍ବର୍ଣ୍ଣ ଦେଲେ…ପୁଣି ଗୋଟିଏ ସ୍ବର୍ଣ୍ଣ ତୋଡା ଦେଲେ” କିମ୍ବା “ଅନ୍ୟକୁ ସେ ଦୁଇ ବସ୍ତା ସ୍ବର୍ଣ୍ଣ ଦେଲେ … ଗୋଟିଏ ବସ୍ତା ସ୍ବର୍ଣ୍ଣ ଦେଲେ” (ଦେଖ: [[rc://*/ta/man/translate/figs-ellipsis]]) # according to his own ability ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟକରି କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଦାସର ଦକ୍ଷତା ଅନୁସାରେ ସମ୍ପତ୍ତିର ରକ୍ଷଣା ବେକ୍ଷଣା କଲେ” (ଦେଖ: [[rc://*/ta/man/translate/figs-explicit]])