or_tn/mat/23/23.md

24 lines
1.4 KiB
Markdown

# Woe to you ... hypocrites!
ତୁମ୍ଭମାନଙ୍କ ନିମନ୍ତେ ଏହା କେତେ ଭୟଙ୍କର ହେବ … କପଟୀମାନେ ! ଦେଖ ତୁମେ ଏହାକୁ [ମାଥିଉ ୧୧:୨୧](../11/21.md)ରେ କିପରି ଅନୁବାଦ କରିଅଚ୍ଛ I
# mint and dill and cumin
ଏଗୁଡିକ ବିଭିନ୍ନ ପ୍ରକାରର ପତ୍ର ଓ ଫଳ ଥିଲେ ଯାହାକୁ ଲୋକମାନେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ନିମନ୍ତେ ବ୍ୟବହାର କରୁଥିଲେ I (ଦେଖ: [[rc://*/ta/man/translate/translate-unknown]])
# you have left undone
ଏହିସବୁ ପାଳନ କରିନାହଁ
# the weightier matters
ଏହା ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଅଟେ
# But these you ought to have done
ତୁମେ ଏହି ଗୁରୁତବପୁର୍ଣ ବ୍ୟବସ୍ଥାର ବିଷୟଗୁଡିକ ପାଳନ କରିବା ଉଚିତ ଅଟେ
# and not to have left the other undone
ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଲଘୁ ବିଷୟଗୁଡିକର ମଧ୍ୟ ପାଳନ କରିବା ଉଚିତ୍” (ଦେଖ: [[rc://*/ta/man/translate/figs-doublenegatives]])