1.4 KiB
1.4 KiB
Woe to you ... hypocrites!
ତୁମ୍ଭମାନଙ୍କ ନିମନ୍ତେ ଏହା କେତେ ଭୟଙ୍କର ହେବ … କପଟୀମାନେ ! ଦେଖ ତୁମେ ଏହାକୁ ମାଥିଉ ୧୧:୨୧ରେ କିପରି ଅନୁବାଦ କରିଅଚ୍ଛ I
mint and dill and cumin
ଏଗୁଡିକ ବିଭିନ୍ନ ପ୍ରକାରର ପତ୍ର ଓ ଫଳ ଥିଲେ ଯାହାକୁ ଲୋକମାନେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ନିମନ୍ତେ ବ୍ୟବହାର କରୁଥିଲେ I (ଦେଖ: rc://*/ta/man/translate/translate-unknown)
you have left undone
ଏହିସବୁ ପାଳନ କରିନାହଁ
the weightier matters
ଏହା ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଅଟେ
But these you ought to have done
ତୁମେ ଏହି ଗୁରୁତବପୁର୍ଣ ବ୍ୟବସ୍ଥାର ବିଷୟଗୁଡିକ ପାଳନ କରିବା ଉଚିତ ଅଟେ
and not to have left the other undone
ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଲଘୁ ବିଷୟଗୁଡିକର ମଧ୍ୟ ପାଳନ କରିବା ଉଚିତ୍” (ଦେଖ: rc://*/ta/man/translate/figs-doublenegatives)