# Woe to you ... hypocrites! ତୁମ୍ଭମାନଙ୍କ ନିମନ୍ତେ ଏହା କେତେ ଭୟଙ୍କର ହେବ … କପଟୀମାନେ ! ଦେଖ ତୁମେ ଏହାକୁ [ମାଥିଉ ୧୧:୨୧](../11/21.md)ରେ କିପରି ଅନୁବାଦ କରିଅଚ୍ଛ I # mint and dill and cumin ଏଗୁଡିକ ବିଭିନ୍ନ ପ୍ରକାରର ପତ୍ର ଓ ଫଳ ଥିଲେ ଯାହାକୁ ଲୋକମାନେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ନିମନ୍ତେ ବ୍ୟବହାର କରୁଥିଲେ I (ଦେଖ: [[rc://*/ta/man/translate/translate-unknown]]) # you have left undone ଏହିସବୁ ପାଳନ କରିନାହଁ # the weightier matters ଏହା ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଅଟେ # But these you ought to have done ତୁମେ ଏହି ଗୁରୁତବପୁର୍ଣ ବ୍ୟବସ୍ଥାର ବିଷୟଗୁଡିକ ପାଳନ କରିବା ଉଚିତ ଅଟେ # and not to have left the other undone ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଲଘୁ ବିଷୟଗୁଡିକର ମଧ୍ୟ ପାଳନ କରିବା ଉଚିତ୍” (ଦେଖ: [[rc://*/ta/man/translate/figs-doublenegatives]])