or_tn/mat/23/13.md

4.0 KiB

General Information:

ଯୀଶୁ ସ୍ବର୍ଗ ରାଜ୍ୟକୁ ଗୃହ ପରି ଥିଲା କହନ୍ତି, ଫାରୁଶୀମାନେ ସେହି ଗୃହର ଦ୍ବାର ବାହାର ପଟୁ ରୁଦ୍ଧ କରିଛନ୍ତି ଯେପରି ସେମାନେ କିମ୍ବା ଆଉକେହି ସେହି ଗୃହ ଭିତରକୁ ପ୍ରବେଶ କରି ପାରିବେ ନାହିଁ I ଯଦି ତୁମେ ଗୃହର ରୁପକ ବ୍ୟବହାର ନକରିବ, ତେବେ ମନେକରି ପରିବର୍ତ୍ତନ କରିବା “ରୁଦ୍ଧ” ଓ “ପ୍ରବେଶ” ର ସ୍ଥିତିକୁ ବ୍ୟବହାର କର I ମଧ୍ୟ, ଯେହେତୁ “ସ୍ବର୍ଗରାଜ୍ୟ” ଶବ୍ଦ ଯାହା ଈଶ୍ବରଙ୍କୁ ବୁଝାଏ, ଯିଏ ସ୍ବର୍ଗରେ ବାସ କରନ୍ତି, କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ, “ସ୍ବର୍ଗ” ନିମନ୍ତେ ତୁମ ଭାଷାରେ ଥିବା ଶବ୍ଦ ଅନୁବାଦରେ ବ୍ୟବହାର କର I (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

Connecting Statement:

ଫାରୁଶୀମାନଙ୍କର କପଟତା ବନିମନତେ ଯୀଶୁ ସେମାନଙ୍କୁ ଭର୍ତ୍ସନା କରିବାକୁ ଆରମ୍ଭ କଲେ I

But woe to you

ଏହା ତୁମ୍ଭମାନଙ୍କ ପାଇଁ କେତେ ଭୟଙ୍କର ହେବ ! ଦେଖ ତୁମେ ଏହାକୁ ମାଥିଉ ୧୧:୨୧ରେ କିପରି ଅନୁବାଦ କରିଅଚ୍ଛ I

You shut the kingdom of heaven against people ... you do not enter it ... neither do you allow those about to enter to do so

ସ୍ବର୍ଗ ରାଜ୍ୟ ସମ୍ବନ୍ଧରେ ଯୀଶୁ କହୁଚ୍ଛନ୍ତି, ଯେଉଁଠାରେ ଈଶ୍ବର ତାହାଙ୍କ ଲୋକମାନଙ୍କ ଉପରେ ଶାସନ କରନ୍ତି, ଯେପରି ଏହା ଏକ ଗୃହ ଥିଲା, ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ବର୍ଗରାଜ୍ୟ ରୁଦ୍ଧ କରୁଥାଅ I ତୁମ୍ଭେମାନେ ତ ନିଜେ ପ୍ରବେଶ କରୁନାହଁ, ପୁଣି ପ୍ରବେଶ କରିବାକୁ ଇଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରିବାକୁ ଦେଉ ନାହଁ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶକେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ୍ଭ ଭାଷାରେ “ସ୍ବର୍ଗ” ଶବ୍ଦ ଥିବା ଶବ୍ଦ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସ୍ବର୍ଗ ରାଜ୍ୟ ପ୍ରବେଶ କରିବା ନିମନ୍ତେ ତୁମ୍ଭେମାନେ ଅସମ୍ଭବ କରିଅଛ … ତୁମ୍ଭେମାନେ ନିଜେ ପ୍ରବେଶ କରିବ ନାହିଁ … ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ଦେବ ନାହିଁ” କିମ୍ବା “ଲୋକମାନେ ଈଶ୍ବରଙ୍କୁ ଗ୍ରହଣ କରିବା ନିମନ୍ତେ ତୁମ୍ଭେମାନେ ବାଧା ଦେଉଅଛ, ରାଜା ଭାବରେ … ତୁମ୍ଭେମାନେ ମଧ୍ୟ ରାଜାଙ୍କୁ ଗ୍ରହଣ କରୁନାହଁ … ପୁଣି ଯେଉଁମାନେ ରାଜାଭାବରେ ଗ୍ରହଣ କରିବାକୁ ଇଛୁକ ସେମାନଙ୍କୁ କରିବା ଦେଉ ନାହଁ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])