or_tn/mat/11/21.md

3.1 KiB

Woe to you, Chorazin! Woe to you, Bethsaida!

ଯୀଶୁ କହନ୍ତି ଯେପରି କୋରଜିନ ଓ ବେଥସାଇଦା ଲୋକମାନେ ତାହାଙ୍କ କଥା ଶୁଣୁଥିଲେ, କିନ୍ତୁ ସେମାନେ ନଥିଲେ I (ଦେଖ: rc://*/ta/man/translate/figs-apostrophe)

Woe to you

ତୁମ୍ଭମାନଙ୍କ ନିମନ୍ତେ ଏହା କେତେ ଭୟଙ୍କର ହେବ I ଏଠାରେ “ତୁମେ” ଏକବଚନ ଅଟେ ଓ ନଗରକୁ ବୁଝାଏ I ଯଦି ଏହା ଗୋଟିଏ ନଗର ଅପେକ୍ଷା ଲୋକଙ୍କୁ ବୁଝାଇବା ନିମନ୍ତେ ଅଧିକ ପ୍ରାକୃତିକ ହେବ, ତୁମେ ବହୁବଚନ “ତୁମେ” ଅନୁବାଦ କରିପାରିବ I (ଦେଖ: rc://*/ta/man/translate/figs-you)

Chorazin ... Bethsaida ... Tyre ... Sidon

ସେହି ନଗରରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ ସେହି ନଗରର ନାମ ସଦୃଶ ବ୍ୟବହୃତ ହୋଇଅଛି I (ଦେଖ: rc://*/ta/man/translate/figs-metonymy)

If the mighty deeds ... in sackcloth and ashes

ଯୀଶୁ ଏକ କାଲ୍ପନିକ ପରିସ୍ଥିତି ବିଷୟରେ ବର୍ଣନା କରୁଛନ୍ତି ଯାହା ହୁଏତ ଅତୀତରେ ଘଟିଥାଇ ପାରେ, କିନ୍ତୁ ସେପରି ନୁହେଁ I (ଦେଖ: rc://*/ta/man/translate/translate-names)

If the mighty deeds had been done in Tyre and Sidon which were done in you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ ସେହି ଶକ୍ତିର କର୍ମ ସୋର ଓ ସିଦୋନରେ କରିଥାନ୍ତି ଯାହା ତୁମମାନଙ୍କ ମଧ୍ୟରେ କରିଅଛି” (ଦେଖ: rc://*/ta/man/translate/figs-hypo)

which were done in you

ଏଠାରେ “ତୁମେ” ବହୁବଚନ ଅଟେ ଓ କୋରାଜିନ ଏବଂ ବେଥସାଇଦାକୁ ବୁଝାଏ I ଯଦି ତୁମ ଭାଷାରେ ଏହା ଆହୁରି ପ୍ରାକୃତିକ ଅଟେ, ତେବେ ତୁମେ ଦ୍ବିତୀୟ ବଚନ “ତୁମେ” ଦୁଇଟି ନଗର ନିମନ୍ତେ ବ୍ୟବହାର କରିପାର, ନତୁବା ସେଥିମଧ୍ୟରୁ ଗୋଟିକରେ ନଗରର ଲୋକମାନଙ୍କୁ ବୁଝାଇବା ନିମନ୍ତେ ବହୁବଚନ “ତୁମେ” ବ୍ୟବହାର କର I (ଦେଖ: rc://*/ta/man/translate/figs-activepassive)

they would have repented long ago

ସର୍ବନାମ “ସେମାନେ” ସୋର ଓ ସିଦୋନର ଲୋକମାନଙ୍କୁ ବୁଝାଏ I

would have repented

ଦେଖା ଯାଇଥାନ୍ତା ଯେ ସେମାନେ ସେମାନଙ୍କର ପାପରୁ ମନ ପରିବର୍ତ୍ତନ କରିଥାନ୍ତେ