16 lines
4.0 KiB
Markdown
16 lines
4.0 KiB
Markdown
# General Information:
|
|
|
|
ଯୀଶୁ ସ୍ବର୍ଗ ରାଜ୍ୟକୁ ଗୃହ ପରି ଥିଲା କହନ୍ତି, ଫାରୁଶୀମାନେ ସେହି ଗୃହର ଦ୍ବାର ବାହାର ପଟୁ ରୁଦ୍ଧ କରିଛନ୍ତି ଯେପରି ସେମାନେ କିମ୍ବା ଆଉକେହି ସେହି ଗୃହ ଭିତରକୁ ପ୍ରବେଶ କରି ପାରିବେ ନାହିଁ I ଯଦି ତୁମେ ଗୃହର ରୁପକ ବ୍ୟବହାର ନକରିବ, ତେବେ ମନେକରି ପରିବର୍ତ୍ତନ କରିବା “ରୁଦ୍ଧ” ଓ “ପ୍ରବେଶ” ର ସ୍ଥିତିକୁ ବ୍ୟବହାର କର I ମଧ୍ୟ, ଯେହେତୁ “ସ୍ବର୍ଗରାଜ୍ୟ” ଶବ୍ଦ ଯାହା ଈଶ୍ବରଙ୍କୁ ବୁଝାଏ, ଯିଏ ସ୍ବର୍ଗରେ ବାସ କରନ୍ତି, କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ, “ସ୍ବର୍ଗ” ନିମନ୍ତେ ତୁମ ଭାଷାରେ ଥିବା ଶବ୍ଦ ଅନୁବାଦରେ ବ୍ୟବହାର କର I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])
|
|
|
|
# Connecting Statement:
|
|
|
|
ଫାରୁଶୀମାନଙ୍କର କପଟତା ବନିମନତେ ଯୀଶୁ ସେମାନଙ୍କୁ ଭର୍ତ୍ସନା କରିବାକୁ ଆରମ୍ଭ କଲେ I
|
|
|
|
# But woe to you
|
|
|
|
ଏହା ତୁମ୍ଭମାନଙ୍କ ପାଇଁ କେତେ ଭୟଙ୍କର ହେବ ! ଦେଖ ତୁମେ ଏହାକୁ [ମାଥିଉ ୧୧:୨୧](../11/21.md)ରେ କିପରି ଅନୁବାଦ କରିଅଚ୍ଛ I
|
|
|
|
# You shut the kingdom of heaven against people ... you do not enter it ... neither do you allow those about to enter to do so
|
|
|
|
ସ୍ବର୍ଗ ରାଜ୍ୟ ସମ୍ବନ୍ଧରେ ଯୀଶୁ କହୁଚ୍ଛନ୍ତି, ଯେଉଁଠାରେ ଈଶ୍ବର ତାହାଙ୍କ ଲୋକମାନଙ୍କ ଉପରେ ଶାସନ କରନ୍ତି, ଯେପରି ଏହା ଏକ ଗୃହ ଥିଲା, ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ବର୍ଗରାଜ୍ୟ ରୁଦ୍ଧ କରୁଥାଅ I ତୁମ୍ଭେମାନେ ତ ନିଜେ ପ୍ରବେଶ କରୁନାହଁ, ପୁଣି ପ୍ରବେଶ କରିବାକୁ ଇଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରିବାକୁ ଦେଉ ନାହଁ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶକେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ୍ଭ ଭାଷାରେ “ସ୍ବର୍ଗ” ଶବ୍ଦ ଥିବା ଶବ୍ଦ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସ୍ବର୍ଗ ରାଜ୍ୟ ପ୍ରବେଶ କରିବା ନିମନ୍ତେ ତୁମ୍ଭେମାନେ ଅସମ୍ଭବ କରିଅଛ … ତୁମ୍ଭେମାନେ ନିଜେ ପ୍ରବେଶ କରିବ ନାହିଁ … ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ଦେବ ନାହିଁ” କିମ୍ବା “ଲୋକମାନେ ଈଶ୍ବରଙ୍କୁ ଗ୍ରହଣ କରିବା ନିମନ୍ତେ ତୁମ୍ଭେମାନେ ବାଧା ଦେଉଅଛ, ରାଜା ଭାବରେ … ତୁମ୍ଭେମାନେ ମଧ୍ୟ ରାଜାଙ୍କୁ ଗ୍ରହଣ କରୁନାହଁ … ପୁଣି ଯେଉଁମାନେ ରାଜାଭାବରେ ଗ୍ରହଣ କରିବାକୁ ଇଛୁକ ସେମାନଙ୍କୁ କରିବା ଦେଉ ନାହଁ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])
|