or_tn/mat/21/20.md

614 B

How did the fig tree immediately wither away?

ଶିଷ୍ୟମାନେ ପ୍ରଶ୍ନ ବ୍ୟବହାର କରି ଗୁରୁତ୍ବାରୋପ କଲେ ଯେ କିପରି ସେମାନେ ଚମତ୍କୃତ ହେଲେ I ଅନ୍ୟ ଏକ ଅନୁବାଦରେ: “ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମିରି ଗଛଟି କିପରି ସେହିକ୍ଷଣି ଶୁଖିଗଲା !” (ଦେଖ: rc://*/ta/man/translate/figs-rquestion)

wither away

ଶୁଖିଗଲା ଓ ମଲା