or_tn/mat/21/20.md

8 lines
614 B
Markdown
Raw Permalink Normal View History

2020-11-19 00:15:53 +00:00
# How did the fig tree immediately wither away?
ଶିଷ୍ୟମାନେ ପ୍ରଶ୍ନ ବ୍ୟବହାର କରି ଗୁରୁତ୍ବାରୋପ କଲେ ଯେ କିପରି ସେମାନେ ଚମତ୍କୃତ ହେଲେ I ଅନ୍ୟ ଏକ ଅନୁବାଦରେ: “ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମିରି ଗଛଟି କିପରି ସେହିକ୍ଷଣି ଶୁଖିଗଲା !” (ଦେଖ: [[rc://*/ta/man/translate/figs-rquestion]])
# wither away
ଶୁଖିଗଲା ଓ ମଲା