# How did the fig tree immediately wither away? ଶିଷ୍ୟମାନେ ପ୍ରଶ୍ନ ବ୍ୟବହାର କରି ଗୁରୁତ୍ବାରୋପ କଲେ ଯେ କିପରି ସେମାନେ ଚମତ୍କୃତ ହେଲେ I ଅନ୍ୟ ଏକ ଅନୁବାଦରେ: “ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମିରି ଗଛଟି କିପରି ସେହିକ୍ଷଣି ଶୁଖିଗଲା !” (ଦେଖ: [[rc://*/ta/man/translate/figs-rquestion]]) # wither away ଶୁଖିଗଲା ଓ ମଲା