or_tn/mat/21/12.md

1.0 KiB

General Information:

୧୩ ପଦରେ, ଯୀଶୁ ଯିଶାଇୟ ଭାବବାଦୀଙ୍କ ବାକ୍ୟକୁ ଉଦ୍ଧୃତ କରି କ୍ରୟବିକ୍ରୟ ଓ ମୁଦ୍ରାବ୍ୟବସାୟୀମାନଙ୍କୁ ଧମକ ଦେଲେ I

Connecting Statement:

ଏହା ଯୀଶୁ ମନ୍ଦିରରେ ପ୍ରବେଶ କରିବା ବିବରଣୀର ଆରମ୍ଭ ଅଟେ I

Jesus entered the temple

ଯୀଶୁ ପ୍ରକୃତରେ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ନାହି I ସେ ମନ୍ଦିରର ପ୍ରାଙ୍ଗଣରେ ପ୍ରବେଶ କଲେ I (ଦେଖ: rc://*/ta/man/translate/figs-explicit)

who bought and sold

ବ୍ୟବସାୟୀମାନେ ପଶୁ ଓ ଅନ୍ୟ ସାମଗ୍ରୀ କ୍ରୟବିକ୍ରୟ କରୁଥିଲେ ଯାହା ଯାତ୍ରୀମାନେ ମନ୍ଦିରରେ ବଳିଦାନ ଦେବା ନିମନ୍ତେ ଆଣୁଥିଲେ I