# General Information: ୧୩ ପଦରେ, ଯୀଶୁ ଯିଶାଇୟ ଭାବବାଦୀଙ୍କ ବାକ୍ୟକୁ ଉଦ୍ଧୃତ କରି କ୍ରୟବିକ୍ରୟ ଓ ମୁଦ୍ରାବ୍ୟବସାୟୀମାନଙ୍କୁ ଧମକ ଦେଲେ I # Connecting Statement: ଏହା ଯୀଶୁ ମନ୍ଦିରରେ ପ୍ରବେଶ କରିବା ବିବରଣୀର ଆରମ୍ଭ ଅଟେ I # Jesus entered the temple ଯୀଶୁ ପ୍ରକୃତରେ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ନାହି I ସେ ମନ୍ଦିରର ପ୍ରାଙ୍ଗଣରେ ପ୍ରବେଶ କଲେ I (ଦେଖ: [[rc://*/ta/man/translate/figs-explicit]]) # who bought and sold ବ୍ୟବସାୟୀମାନେ ପଶୁ ଓ ଅନ୍ୟ ସାମଗ୍ରୀ କ୍ରୟବିକ୍ରୟ କରୁଥିଲେ ଯାହା ଯାତ୍ରୀମାନେ ମନ୍ଦିରରେ ବଳିଦାନ ଦେବା ନିମନ୍ତେ ଆଣୁଥିଲେ I