16 lines
1.0 KiB
Markdown
16 lines
1.0 KiB
Markdown
|
# General Information:
|
||
|
|
||
|
୧୩ ପଦରେ, ଯୀଶୁ ଯିଶାଇୟ ଭାବବାଦୀଙ୍କ ବାକ୍ୟକୁ ଉଦ୍ଧୃତ କରି କ୍ରୟବିକ୍ରୟ ଓ ମୁଦ୍ରାବ୍ୟବସାୟୀମାନଙ୍କୁ ଧମକ ଦେଲେ I
|
||
|
|
||
|
# Connecting Statement:
|
||
|
|
||
|
ଏହା ଯୀଶୁ ମନ୍ଦିରରେ ପ୍ରବେଶ କରିବା ବିବରଣୀର ଆରମ୍ଭ ଅଟେ I
|
||
|
|
||
|
# Jesus entered the temple
|
||
|
|
||
|
ଯୀଶୁ ପ୍ରକୃତରେ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ନାହି I ସେ ମନ୍ଦିରର ପ୍ରାଙ୍ଗଣରେ ପ୍ରବେଶ କଲେ I (ଦେଖ: [[rc://*/ta/man/translate/figs-explicit]])
|
||
|
|
||
|
# who bought and sold
|
||
|
|
||
|
ବ୍ୟବସାୟୀମାନେ ପଶୁ ଓ ଅନ୍ୟ ସାମଗ୍ରୀ କ୍ରୟବିକ୍ରୟ କରୁଥିଲେ ଯାହା ଯାତ୍ରୀମାନେ ମନ୍ଦିରରେ ବଳିଦାନ ଦେବା ନିମନ୍ତେ ଆଣୁଥିଲେ I
|