or_tn/mat/18/34.md

1.4 KiB

General Information:

ଏହା ବିବରଣୀର ଶେଷ ଭାଗ ଅଟେ ଯାହା ମାଥିଉ ୧୮:୧ରେ ଆରମ୍ଭ ହୋଇଥିଲା, ଯେଉଁଠାରେ ଯୀଶୁ ସ୍ବର୍ଗ ରାଜ୍ୟର ଜୀବନ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି I

Connecting Statement:

ଯୀଶୁ ପାପକ୍ଷମା ଓ ପୁନର୍ମିଳନ ବିଷୟର ଶିକ୍ଷା ସମାପ୍ତ କରନ୍ତି I

His master

ପ୍ରଭୁ

handed him over

ତାଙ୍କୁ ସମର୍ପଣ କଲେ I ପ୍ରଭୁ ନିଜେ ଯନ୍ତ୍ରଣାଦାୟକ ସ୍ଥାନକୁ ନେଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ତାଙ୍କର ଦାସମାନଙ୍କୁ ତାକୁ ସମର୍ପଣ କରିବାକୁ ଆଦେଶ ଦେଲେ” (ଦେଖ: rc://*/ta/man/translate/figs-explicit)

to the torturers

ଯନ୍ତ୍ରଣା ଦେବା ଲୋକମାନଙ୍କୁ

that was owed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଥମ ଦାସ ପ୍ରଭୁଙ୍କୁ ପ୍ରତିଜ୍ଞା କରିଥିଲା” (ଦେଖ: rc://*/ta/man/translate/figs-activepassive)