# General Information: ଏହା ବିବରଣୀର ଶେଷ ଭାଗ ଅଟେ ଯାହା [ମାଥିଉ ୧୮:୧](../18/01.md)ରେ ଆରମ୍ଭ ହୋଇଥିଲା, ଯେଉଁଠାରେ ଯୀଶୁ ସ୍ବର୍ଗ ରାଜ୍ୟର ଜୀବନ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି I # Connecting Statement: ଯୀଶୁ ପାପକ୍ଷମା ଓ ପୁନର୍ମିଳନ ବିଷୟର ଶିକ୍ଷା ସମାପ୍ତ କରନ୍ତି I # His master ପ୍ରଭୁ # handed him over ତାଙ୍କୁ ସମର୍ପଣ କଲେ I ପ୍ରଭୁ ନିଜେ ଯନ୍ତ୍ରଣାଦାୟକ ସ୍ଥାନକୁ ନେଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ତାଙ୍କର ଦାସମାନଙ୍କୁ ତାକୁ ସମର୍ପଣ କରିବାକୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-explicit]]) # to the torturers ଯନ୍ତ୍ରଣା ଦେବା ଲୋକମାନଙ୍କୁ # that was owed ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଥମ ଦାସ ପ୍ରଭୁଙ୍କୁ ପ୍ରତିଜ୍ଞା କରିଥିଲା” (ଦେଖ: [[rc://*/ta/man/translate/figs-activepassive]])