or_tn/mat/18/34.md

24 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହା ବିବରଣୀର ଶେଷ ଭାଗ ଅଟେ ଯାହା [ମାଥିଉ ୧୮:୧](../18/01.md)ରେ ଆରମ୍ଭ ହୋଇଥିଲା, ଯେଉଁଠାରେ ଯୀଶୁ ସ୍ବର୍ଗ ରାଜ୍ୟର ଜୀବନ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି I
# Connecting Statement:
ଯୀଶୁ ପାପକ୍ଷମା ଓ ପୁନର୍ମିଳନ ବିଷୟର ଶିକ୍ଷା ସମାପ୍ତ କରନ୍ତି I
# His master
ପ୍ରଭୁ
# handed him over
ତାଙ୍କୁ ସମର୍ପଣ କଲେ I ପ୍ରଭୁ ନିଜେ ଯନ୍ତ୍ରଣାଦାୟକ ସ୍ଥାନକୁ ନେଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ତାଙ୍କର ଦାସମାନଙ୍କୁ ତାକୁ ସମର୍ପଣ କରିବାକୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-explicit]])
# to the torturers
ଯନ୍ତ୍ରଣା ଦେବା ଲୋକମାନଙ୍କୁ
# that was owed
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଥମ ଦାସ ପ୍ରଭୁଙ୍କୁ ପ୍ରତିଜ୍ଞା କରିଥିଲା” (ଦେଖ: [[rc://*/ta/man/translate/figs-activepassive]])