or_tn/mat/16/03.md

24 lines
1.2 KiB
Markdown

# Connecting Statement:
ଯୀଶୁ ଫାରୁଶୀ ଓ ସାଦ୍ଦୁକୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I
# When it is morning
ଏହି ପରିସ୍ଥିତି ଅଧିକ ସ୍ପଷ୍ଟଭାବରେ ଉକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ପ୍ରାତଃକାଳରେ ଆକାଶର ରଂଗ ଲାଲବର୍ଣ ହୋଇଥାଏ” କିମ୍ବା “ସୁର୍ଯ୍ୟ ଉଦୟ ସମୟରେ ଯଦି ଆକାଶ ଲାଲବର୍ଣ ଥାଏ” (ଦେଖ: [[rc://*/ta/man/translate/figs-explicit]])
# foul weather
ମେଘୁଆ, ଝଡ ପାଗ
# red and overcast
ଲାଲବର୍ଣ ଓ ମେଘୁଆ
# You know how to interpret the appearance of the sky
ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦା ଭେଦ ଜାଣି ପାରୁଅଛ ଯେ ପାଗ କିପରି ରହିବ
# but you cannot interpret the signs of the times
କିନ୍ତୁ ତୁମେ ବର୍ତ୍ତମାନ କାଳର ଲକ୍ଷଣ ଯାହାସବୁ ଘଟିବ ତାହା ବୁଝି ପାରୁ ନାହଁ