# Connecting Statement: ଯୀଶୁ ଫାରୁଶୀ ଓ ସାଦ୍ଦୁକୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I # When it is morning ଏହି ପରିସ୍ଥିତି ଅଧିକ ସ୍ପଷ୍ଟଭାବରେ ଉକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ପ୍ରାତଃକାଳରେ ଆକାଶର ରଂଗ ଲାଲବର୍ଣ ହୋଇଥାଏ” କିମ୍ବା “ସୁର୍ଯ୍ୟ ଉଦୟ ସମୟରେ ଯଦି ଆକାଶ ଲାଲବର୍ଣ ଥାଏ” (ଦେଖ: [[rc://*/ta/man/translate/figs-explicit]]) # foul weather ମେଘୁଆ, ଝଡ ପାଗ # red and overcast ଲାଲବର୍ଣ ଓ ମେଘୁଆ # You know how to interpret the appearance of the sky ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦା ଭେଦ ଜାଣି ପାରୁଅଛ ଯେ ପାଗ କିପରି ରହିବ # but you cannot interpret the signs of the times କିନ୍ତୁ ତୁମେ ବର୍ତ୍ତମାନ କାଳର ଲକ୍ଷଣ ଯାହାସବୁ ଘଟିବ ତାହା ବୁଝି ପାରୁ ନାହଁ