or_tn/mat/16/03.md

1.2 KiB

Connecting Statement:

ଯୀଶୁ ଫାରୁଶୀ ଓ ସାଦ୍ଦୁକୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

When it is morning

ଏହି ପରିସ୍ଥିତି ଅଧିକ ସ୍ପଷ୍ଟଭାବରେ ଉକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ପ୍ରାତଃକାଳରେ ଆକାଶର ରଂଗ ଲାଲବର୍ଣ ହୋଇଥାଏ” କିମ୍ବା “ସୁର୍ଯ୍ୟ ଉଦୟ ସମୟରେ ଯଦି ଆକାଶ ଲାଲବର୍ଣ ଥାଏ” (ଦେଖ: rc://*/ta/man/translate/figs-explicit)

foul weather

ମେଘୁଆ, ଝଡ ପାଗ

red and overcast

ଲାଲବର୍ଣ ଓ ମେଘୁଆ

You know how to interpret the appearance of the sky

ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦା ଭେଦ ଜାଣି ପାରୁଅଛ ଯେ ପାଗ କିପରି ରହିବ

but you cannot interpret the signs of the times

କିନ୍ତୁ ତୁମେ ବର୍ତ୍ତମାନ କାଳର ଲକ୍ଷଣ ଯାହାସବୁ ଘଟିବ ତାହା ବୁଝି ପାରୁ ନାହଁ