or_tn/mat/15/24.md

914 B

I was not sent to anyone

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ଅନ୍ୟ କାହା ନିକଟକୁ ପ୍ରେରିତ କରି ନାହାନ୍ତି” (ଦେଖ: rc://*/ta/man/translate/figs-activepassive)

to the lost sheep of the house of Israel

ଏହା ମେଷମାନଙ୍କ ସହିତ ସମଗ୍ର ଇସ୍ରାଏଲ ଜାତି ନିମନ୍ତେ ତୁଳନାତ୍ମକ ରୁପକ ଅଟେ ଯେଉଁମାନେ ମେଷପାଳକଙ୍କଠାରୁ ଦୁରକୁ ଯାଇଛନ୍ତି I ଦେଖ ତୁମେ ଏହାକୁ ମାଥିଉ ୧୦:୬ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: rc://*/ta/man/translate/figs-metaphor)