or_tn/mat/10/06.md

696 B

lost sheep of the house of Israel

ଏହା ସମଗ୍ର ଇସ୍ରାଏଲ ଜାତିକୁ ମେଷମାନଙ୍କ ତୁଳନାତ୍ମକ ଏକ ରୁପକ ଅଟେ ଯେଉଁମାନେ ସେମାନଙ୍କ ମେଷପାଳକଙ୍କଠାରୁ ଦୁରକୁ ଯାଇଥିଲେ I (ଦେଖ: rc://*/ta/man/translate/figs-metaphor)

house of Israel

ଏହା ଇସ୍ରାଏଲ ଜାତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲର ଲୋକମାନେ” କିମ୍ବା “ଇସ୍ରାଏଲର ସନ୍ତାନଗଣ” (ଦେଖ: rc://*/ta/man/translate/figs-metonymy)